or_tq/luk/10/21.md

4 lines
519 B
Markdown

# ଈଶ୍ଵରଙ୍କ ରାଜ୍ୟ ପ୍ରକାଶ କରିବା ପିତାଙ୍କ ସନ୍ତୋଷର ବିଷୟ ହେଲା ବୋଲି ଯୀଶୁ କାହାକୁ କହିଲେ?
ଯେଉଁମାନେ ଶିଶୁମାନଙ୍କ ପରି ଅଜ୍ଞ, ସେମାନଙ୍କ ନିକଟରେ ଈଶ୍ଵରଙ୍କ ରାଜ୍ୟ ପ୍ରକାଶ କରିବା ପିତାଙ୍କ ପାଇଁ ଅତ୍ୟନ୍ତ ସନ୍ତୋଷର ବିଷୟ ହେଲା।