or_tq/luk/10/17.md

584 B
Raw Permalink Blame History

ଯେତେବେଳେ ସତୁରି ଜଣ ଫେରିଆସିଲେ ଏବଂ ସେମାନେ ଯେ ଭୂତମାନଙ୍କୁ ବାହର କଲେ ତାହା ଆନନ୍ଦ ସହ ଜଣାଇଲେ, ସେତେବେଳେ ଯୀଶୁ ସେମାନଙ୍କୁ କ'ଣ କହିଲେ ?

ସେ କହିଲେ, "ଏଥିରେ ଆନନ୍ଦ କରିବା ଅପେକ୍ଷା ତୁମ୍ଭମାନଙ୍କ ନାମ ଯେ ସ୍ଵର୍ଗରେ ଲେଖା ହୋଇଅଛି ସେଥିରେ ଆନନ୍ଦ କର [୧୦:]।"