or_tq/luk/08/15.md

4 lines
401 B
Markdown

# ଉତ୍ତମ ଭୂମିରେ ପଡ଼ିଥିବା ବିହନ କିଏ, ଏବଂ ଗୁଡ଼ିକ ସହିତ କ’ଣ ହୁଏ?
ସେମାନେ ଏପରି ଲୋକ ଅଟନ୍ତି ଯେଉଁମାନେ ବାକ୍ୟ ଶୁଣନ୍ତି, ଏହାକୁ ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।