or_tq/luk/05/24.md

4 lines
552 B
Markdown

# ଏହିପରି ଭାବରେ ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କଲା ଉତ୍ତାରେ ପୃଥିବୀରେ ତାହାଙ୍କର କି ଅଧିକାର ଅଛି ବୋଲି ସେ ଦର୍ଶାଇଲେ?
ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲେ ଯେପରି ସେମାନେ ଜାଣିବେ ଯେ ପାପ କ୍ଷମା କରିବାକୁ ପୃଥିବୀରେ ତାହାଙ୍କର ଅଧିକାର ଅଛି।