or_tq/luk/02/45.md

538 B
Raw Permalink Blame History

କେଉଁଠାରେ ତାହାଙ୍କ ପିତାମାତା ଯୀଶୁଙ୍କୁ ପାଇଲେ ପୁଣି ସେ କ'ଣ କରୁଥିଲା ?

ତାହାଙ୍କ ପିତାମାତା ଯୀଶୁଙ୍କୁ ମନ୍ଦିରରେ ପାଇଲେ ଯେଉଁଠାରେ ସେ ପଣ୍ଡିତମାନଙ୍କ ମଧ୍ୟରେ ବସି, ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ [:୪୬]।