or_tq/luk/02/41.md

485 B
Raw Permalink Blame History

କାହିଁକି ଯୀଶୁଙ୍କର ପିତାମାତା ନିସ୍ତାର ପର୍ବ ସମୟରେ ଯୀଶୁ ଯିରୂଶାଲମରେ ରହିବାର ଜାଣି ପାରି ନ ଥିଲେ ?

ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ସେମାନେ ମନେ କରିବା ହେତୁ ସେମାନେ ଜାଣି ପାରିଲେ ନାହିଁ [:୪୩-୪୪]।