or_tq/luk/02/30.md

381 B
Raw Permalink Blame History

ଯୀଶୁ କ'ଣ ହେବେ ବୋଲି ଶିମିୟୋନ କହିଲେ ?

ଯୀଶୁ ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତିଃ ପୁଣି ଈଶ୍ଵରଙ୍କ ଲୋକ ଇସ୍ରାଏଲର ଗୌରବ ହେବେ ବୋଲି ଶିମିୟୋନ କହିଲେ [:୩୨]।