or_tq/luk/01/13.md

4 lines
379 B
Markdown

# ଜିଖରୀୟଙ୍କୁ ଦୂତ କ’ଣ କହିଲେ?
ଦୂତ ଜିଖରୀୟଙ୍କୁ ଭୟ ନ କରିବାକୁ କହିଲେ ଏବଂ ତାଙ୍କ ସ୍ତ୍ରୀ ଏଲୀଶାବେଥଙ୍କର ଏକ ପୁତ୍ର ହେବ ବୋଲି କହିଲେ। ତାଙ୍କ ପୁତ୍ରର ନାମ ଯୋହନ ହେବ।