or_tq/luk/01/01.md

1.2 KiB
Raw Permalink Blame History

"ଚାକ୍ଷୁଷ ସାକ୍ଷୀ" କେଉଁମାନେ ଥିଲେ ଯାହାକୁ ଲୂକ ଉଲ୍ଲେଖ କରନ୍ତି ?

"ଚାକ୍ଷୁଷ ସାକ୍ଷୀ" ସେମାନେ ଅଟନ୍ତି ଯେଉଁମାନେ ଯୀଶୁଙ୍କର ସେବା କାର୍ଯ୍ୟର ଆରମ୍ଭରୁ ତାହାଙ୍କ ସହିତ ଥିଲେ [୧:୧-]।

କେତେକ ଚାକ୍ଷୁଷ ସାକ୍ଷୀମାନେ ଯୀଶୁ ଯାହା କରିଥିଲେ ତାହା ଦେଖିଲା ପରେ ସେମାନେ କ'ଣ କଲେ ?

ଯୀଶୁ ଯାହା କରିଥିଲେ ସେହିସବୁ ଘଟଣାବଳୀର ବିବରଣ ସେମାନେ ଲିପିବଦ୍ଧ କଲେ [୧:]।

କାହିଁକି ଲୂକ ଯୀଶୁ କହିଥିବା ପୁଣି କରିଥିବା ଘଟଣାବଳୀର ବିବରଣ ଦେବାକୁ ସ୍ଥିର କଲେ ?

ଥିୟଫିଲ ଯେଉଁ ଯେସମସ୍ତ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲା ସେସବୁର ସତ୍ୟ ଜାଣିବାକୁ ଲୂକ ଚାହିଁଲେ [୧:୪]।