or_tq/jhn/20/30.md

4 lines
445 B
Markdown

# ଯୀଶୁ ଅନ୍ୟ ଚିହ୍ନଗୁଡ଼ିକ କରିଛନ୍ତି କି ଯାହା ପୁସ୍ତକରେ ଲେଖାଯାଇ ନାହିଁ?
ହଁ, ଯୀଶୁ ଶିଷ୍ୟମାନଙ୍କ ଉପସ୍ଥିତିରେ ଆହୁରି ଅନେକ ଚିହ୍ନଗୁଡ଼ିକ କରିଥିଲେ ଯାହା ଯୋହନଙ୍କ ପୁସ୍ତକରେ ଲେଖା ହୋଇନଥିଲା ।