or_tq/jhn/20/27.md

393 B

ଥୋମାଙ୍କୁ ଯୀଶୁ କ’ଣ କରିବାକୁ କହିଥିଲେ?

ଯୀଶୁ ଥୋମାଙ୍କୁ ଅଙ୍ଗୁଳି ବଢ଼ାଇ ହାତ ଦେଖିବାକୁ ଓ ହାତ ବଢ଼ାଇ କକ୍ଷଦେଶରେ ଦେବାକୁ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହେବାକୁ କହିଲେ।”