or_tq/jhn/20/25.md

625 B

ଯୀଶୁ ଜୀବିତ ଅଛନ୍ତି ବୋଲି ବିଶ୍ଵାସ କରିବା ତାହାଙ୍କ ପାଇଁ କ’ଣ ଆବଶ୍ୟକ ଅଟେ ବୋଲି ଥୋମା କହିଲେ?

ଥୋମା କହିଲେ ଯେ ସେ ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ହାତ ନ ଦେଲେ ସେ କଦାପି ବିଶ୍ୱାସ କରିବେ ନାହିଁ। ।