or_tq/jhn/20/22.md

4 lines
604 B
Markdown

# ଯୀଶୁ ସେମାନଙ୍କ ଶିଷ୍ୟମାନଙ୍କୁ ପ୍ରଶ୍ୱାସ ଛାଡ଼ିବା ପରେ କ’ଣ କହିଲେ?
ସେ ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।”