or_tq/jhn/20/17.md

883 B

ଯୀଶୁ କାହିଁକି ମରୀୟମଙ୍କୁ ତାହାଙ୍କୁ ଧରି ନ ରଖିବାକୁ କହିଥିଲେ?

ଯୀଶୁ ତାହାଙ୍କୁ ଧରି ନ ରଖିବାକୁ କହିଥିଲେ କାରଣ ସେ ଏପର୍ଯ୍ୟନ୍ତ ପିତାହାଙ୍କ ନିକଟକୁ ଯାଇ ନ ଥିଲେ।

ଯୀଶୁ ମରୀୟମଙ୍କୁ ତାହାଙ୍କ ଭାଇମାନଙ୍କୁ କ’ଣ କହିବାକୁ କହିଲେ?

ଯୀଶୁ ତାହାଙ୍କୁ ତାହାଙ୍କ ଭାଇମାନଙ୍କୁ କହିବାକୁ କହିଲେ ଯେ ସେ ତାହାଙ୍କ ପିତା, ସେମାନଙ୍କ ପିତା, ଏବଂ ତାହାଙ୍କ ଈଶ୍ଵର ଏବଂ ସେମାନଙ୍କ ଈଶ୍ଵରଙ୍କ ନିକଟକୁ ଯିବେ ।