or_tq/jhn/20/16.md

4 lines
316 B
Markdown

# ମରୀୟମ ଯୀଶୁଙ୍କୁ କେବେ ଚିହ୍ନି ପାରିଲେ?
ଯେତେବେଳେ ସେ ତାହାଙ୍କ ନାମ “ମରୀୟମ” ବୋଲି କହିଥିଲେ ସେତେବେଳେ ସେ ଯୀଶୁଙ୍କୁ ଚିହ୍ନି ପାରିଲେ ।