or_tq/jhn/20/02.md

447 B

ମଗ୍‌ଦଲୀନୀ ମରୀୟମ ଦୁଇ ଶିଷ୍ୟଙ୍କୁ କ’ଣ କହିଲେ?

ସେ ସେମାନଙ୍କୁ କହିଲେ, “ସେମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ।”