or_tq/jhn/16/33.md

435 B

ଯୀଶୁ କାହିଁକି ଶିଷ୍ୟମାନଙ୍କୁ ଉତ୍ସାହିତ ହେବାକୁ କହିଥିଲେ ଯଦିଓ ଜଗତରେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ?

ଯୀଶୁ ସେମାନଙ୍କୁ ଉତ୍ସାହିତ ହେବାକୁ କହିଲେ କାରଣ ସେ ଜଗତକୁ ପରାସ୍ତ କରିଥିଲେ ।