or_tq/jhn/16/32.md

710 B

ସେହି ସମୟରେ ଶିଷ୍ୟମାନେ କ’ଣ କରିବେ ବୋଲି ଯୀଶୁ କହିଲେ?

ଯୀଶୁ କହିଥିଲେ ଯେ ଶିଷ୍ୟମାନେ ଛିନ୍ନଛତ୍ର ହୋଇଯିବେ, ସମସ୍ତେ ଆପଣା ଆପଣା ଘରକୁ ପଳାଇଯିବେ ଏବଂ ସେମାନେ ଯୀଶୁଙ୍କୁ ଏକୁଟିଆ ଛାଡିଦେବେ ।

ଶିଷ୍ୟମାନେ ତାଙ୍କୁ ଏକୁଟିଆ ଛାଡିବା ପରେ କିଏ ଯୀଶୁଙ୍କ ସହ ରହିବାକୁ ଯାଉଥିଲା?

ପିତା ଯୀଶୁଙ୍କ ସହ ରହିବାକୁ ଯାଉଥିଲେ ।