or_tq/jhn/16/07.md

548 B

ଯୀଶୁଙ୍କ ପାଇଁ ଯିବା କାହିଁକି ଉତ୍ତମ ଅଟେ?

ଯୀଶୁଙ୍କଠାରୁ ଦୂରେଇ ଯିବା ଭଲ, କାରଣ ଯଦି ଯୀଶୁ ନ ଯାଆନ୍ତି ସାନ୍ତ୍ୱନାକାରୀ ସେମାନଙ୍କ ନିକଟକୁ ଆସିବେ ନାହିଁ; କିନ୍ତୁ ଯଦି ଯୀଶୁ ଚାଲିଯାଆନ୍ତି, ତେବେ ଯୀଶୁ ସେମାନଙ୍କ ନିକଟକୁ ସାନ୍ତ୍ୱନା ପଠାଇବେ ।