or_tq/jhn/16/04.md

329 B

ଯୀଶୁ କାହିଁକି ଶିଷ୍ୟମାନଙ୍କୁ ଏହି ବିଷୟଗୁଡ଼ିକ ବିଷୟରେ କହିଲେ ନାହିଁ?

ଯୀଶୁ ସେମାନଙ୍କୁ ଆରମ୍ଭରେ କହି ନ ଥିଲେ କାରଣ ସେ ସେମାନଙ୍କ ସହ ଥିଲେ ।