or_tq/jhn/16/01.md

282 B

ଯୀଶୁ କାହିଁକି ଶିଷ୍ୟମାନଙ୍କୁ ଏସବୁ କଥା କହିଲେ?

ଯୀଶୁ ସେମାନଙ୍କୁ ଏହିସବୁ କଥା କହିଲେ ଯେପରି ସେମାନେ ବିଘ୍ନ ନ ପଡ଼ନ୍ତି ।