or_tq/jhn/15/19.md

503 B

ଯେଉଁମାନେ ଯୀଶୁଙ୍କୁ ଅନୁସରଣ କରନ୍ତି ସେମାନଙ୍କୁ ଜଗତ କାହିଁକି ଘୃଣା କରେ?

ଯେଉଁମାନେ ଯୀଶୁଙ୍କୁ ଅନୁସରଣ କରନ୍ତି ସେମାନଙ୍କୁ ଜଗତ ଘୃଣା କରେ କାରଣ ସେମାନେ ଏହି ଜଗତର ନୁହଁନ୍ତି ଏବଂ ଯୀଶୁ ସେମାନଙ୍କୁ ଜଗତରୁ ବାଛିଛନ୍ତି ।