or_tq/jhn/15/07.md

678 B

ଆମ୍ଭେମାନେ କ’ଣ କରିବା ଉଚିତ ଯାହା ଦ୍ଵାରା ଆମ୍ଭେମାନେ ଯାହା ପଚାରିବୁ ତାହା ଆମ୍ଭମାନଙ୍କ ପାଇଁ କରାଯିବ?

ଆମ୍ଭେମାନେ ଯୀଶୁଙ୍କଠାରେ ରହିବା ଆବଶ୍ୟକ ଏବଂ ତାହାଙ୍କ ବାକ୍ୟ ଆମ୍ଭମାନଙ୍କ ଭିତରେ ରହିବା ଆବଶ୍ୟକ । ତା’ପରେ ଆମ୍ଭେମାନେ ଯାହା ଚାହିଁବୁ ପଚାରି ପାରିବା, ଏବଂ ଏହା ଆମ୍ଭମାନଙ୍କ ପାଇଁ କରାଯିବ ।