or_tq/jhn/15/06.md

357 B

ଯଦି ତୁମ୍ଭେମାନେ ଯୀଶୁଙ୍କଠାରେ ନ ରୁହ, ତେବେ କ’ଣ ହେବ?

ଯଦି କେହି ଯୀଶୁଙ୍କଠାରେ ରହନ୍ତି ନାହିଁ, ତେବେ ସେ ଶାଖା ପରି ଫିଙ୍ଗି ଦିଆଯାଏ, ଶୁଖିଯାଏ ଏବଂ ଜଳିଯାଏ ।