or_tq/jhn/15/02.md

467 B

ଖ୍ରୀଷ୍ଟଙ୍କଠାରେ ଥିବା ଶାଖାଗୁଡ଼ିକ ସହ ପିତା କ’ଣ କରନ୍ତି?

ପିତା ଫଳ ନଥିବା ଶାଖାଗୁଡ଼ିକୁ କାଟିପକାନ୍ତି, ଏବଂ ସେ ଫଳ ଦେଉଥିବା ପ୍ରତ୍ୟେକ ଶାଖାକୁ ପରିଷ୍କାର କରନ୍ତି ଯାହା ଦ୍ଵାରା ଅଧିକ ଫଳ ଉତ୍ପନ୍ନ ହୁଏ ।