or_tq/jhn/13/38.md

595 B

ଯେତେବେଳେ ଶିମୋନ ପିତର କହିଲେ, “ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି”, ଯୀଶୁ କିପରି ଉତ୍ତର ଦେଲେ?

ଯୀଶୁ ଉତ୍ତର ଦେଲେ, ““ତୁମ୍ଭେ କଅଣ ମୋʼ ନିମନ୍ତେ ନିଜ ପ୍ରାଣ ଦେବ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”