or_tq/jhn/13/35.md

462 B

ଯଦି ତାହାଙ୍କ ଶିଷ୍ୟମାନେ ପରସ୍ପରକୁ ଭଲ ପାଇବା ଆଦେଶ ପାଳନ କରନ୍ତି ତେବେ କ’ଣ ହେବ ବୋଲି ଯୀଶୁ କହିଲେ?

ଯୀଶୁ କହିଲେ ଯେ ସେମାନେ ଏହି ଆଦେଶ ପାଳନ କଲେ, ସମସ୍ତେ ଜାଣିବେ ଯେ ସେମାନେ ତାହାଙ୍କର ଶିଷ୍ୟ ଅଟନ୍ତି ।