or_tq/jhn/13/34.md

382 B

ଯୀଶୁ ନିଜ ଶିଷ୍ୟମାନଙ୍କୁ କେଉଁ ନୂତନ ଆଦେଶ ଦେଇଛନ୍ତି?

ନୂତନ ଆଦେଶ ଏହା ଥିଲା ଯେ ଯୀଶୁ ଯେପରି ସେମାନଙ୍କୁ ପ୍ରେମ କରିଥିଲେ, ସେମାନେ ପରସ୍ପରକୁ ସେହିପରି ପ୍ରେମ କରିବେ ।