or_tq/jhn/13/33.md

544 B

ଶିମୋନ ପିତର ବୁଝିପାରିଲେ କି ଯେବେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ?”

ନା, ଶିମୋନ ପିତର ବୁଝି ପାରିଲେ ନାହିଁ, କାରଣ ସେ ଯୀଶୁଙ୍କୁ ପଚାରିଲେ, "ପ୍ରଭୁ, ଆପଣ କେଉଁଠାକୁ ଯାଉଛନ୍ତି?"