or_tq/jhn/13/30.md

293 B

ଯିହୂଦା ସହ କ’ଣ ହେଲା ଏବଂ ଯୀଶୁ ଯିହୂଦାକୁ ରୁଟି ଦେବା ପରେ ସେ କ'ଣ କଲେ?

ଯିହୂଦା ରୁଟି ନେବା ପରେ ଶୟତାନ ତା 'ଭିତରକୁ ପ୍ରବେଶ କଲା।