or_tq/jhn/13/26.md

792 B

ଯେବେ ଯୀଶୁ ଯେଉଁ ଶିଷ୍ୟକୁ ପ୍ରେମ କରୁଥିଲେ, ଯୀଶୁଙ୍କୁ ବିଶ୍ୱାସଘାତକତା କରିବାକୁ ଯାଉଥିବା ବ୍ୟକ୍ତି ବିଷୟରେ ପଚାରିଲେ, ଯୀଶୁ କିପରି ପ୍ରତିକ୍ରିୟା କଲେ?

ଯୀଶୁ ଉତ୍ତର ଦେଲେ, “ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ।” ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ।