or_tq/jhn/13/19.md

624 B

ଯୀଶୁ କାହିଁକି ନିଜ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ପରିଷ୍କାର ନାହଁ” ଏବଂ “ଯିଏ ମୋ ରୁଟି ଖାଏ, ସେ ମୋ ବିରୁଦ୍ଧରେ ଗୋଇଠି ଉଠାଇବ”?

ଏହା ଘଟିବା ପୂର୍ବରୁ ଯୀଶୁ ସେମାନଙ୍କୁ ଏହା କହିଲେ ଯେପରି ଯେବେ ଏହା ଘଟିଲା, ସେମାନେ ବିଶ୍ଵାସ କରିପାରନ୍ତି ଯେ ସେ ହେଉଛନ୍ତି ମୁଁ ।