or_tq/jhn/13/11.md

366 B

ଯୀଶୁ କାହିଁକି ନିଜ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ପରିଷ୍କାର ନୁହଁ”?

ଯୀଶୁ ଏହା କହିଲେ କାରଣ ସେ ଜାଣିଥିଲେ କିଏ ତାଙ୍କୁ ବିଶ୍ୱାସଘାତକତା କରିବ।