or_tq/jhn/13/08.md

403 B

ଯେତେବେଳେ ପିତର ଯୀଶୁଙ୍କ ପାଦ ଧୋଇବାକୁ ଆପତ୍ତି କଲେ ସେତେବେଳେ ଯୀଶୁ କ’ଣ କହିଲେ?

ଯୀଶୁ କହିଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।”