or_tq/jhn/13/04.md

527 B

ରାତ୍ରୀ ଭୋଜନରୁ ଉଠିବା ପରେ ଯୀଶୁ କ’ଣ କଲେ?

ସେ ନିଜର ବାହ୍ୟ ପୋଷାକକୁ ଅଲଗା କରି ଏକ ତଉଲିଆ ନେଇ ନିଜେ ଘୋଡ଼େଇ ଦେଲେ, ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ ।