or_tq/jhn/13/02.md

355 B

ଇଷ୍କାରିୟୋତୀୟ ଯିହୂଦା ପାଇଁ ଶୟତାନ କ’ଣ କଲା?

ଯୀଶୁଙ୍କୁ ବିଶ୍ୱାସଘାତକତା କରିବା ପାଇଁ ଶୟତାନ ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ସଂକଳ୍ପ ଜାତ କରେଇଥିଲା ।