or_tq/jhn/09/21.md

463 B

ସେହି ଅନ୍ଧର ପିତାମାତା କ’ଣ ଜାଣନ୍ତି ନାହିଁ ବୋଲି କହିଲେ?

ସେମାନେ କହିଲେ ଯେ ସେ ସେ କିପରି ଏବେ ଦେଖୁଅଛି, ତାହା ଜାଣନ୍ତି ନାହିଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ସେମାନେ ଜାଣନ୍ତି ନାହିଁ ।