or_tq/jhn/09/18.md

4 lines
441 B
Markdown

# ଯିହୁଦୀମାନେ ଅନ୍ଧ ବ୍ୟକ୍ତିର ପିତାମାତାଙ୍କୁ କାହିଁକି ଡାକିଲେ?
ସେମାନେ ସେହି ବ୍ୟକ୍ତିର ପିତାମାତାଙ୍କୁ ଡାକିଲେ କାରଣ ସେମାନେ ତଥାପି ବିଶ୍ୱାସ କରିନଥିଲେ ଯେ ସେହି ବ୍ୟକ୍ତି ଜଣକ ଅନ୍ଧ ଥିଲା ।