or_tq/jhn/09/16.md

657 B

ଫାରୂଶୀମାନଙ୍କ ମଧ୍ୟରେ ବିଭାଜନ କ’ଣ ଥିଲା?

ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ (ସେ ବିଶ୍ରାମବାର ସୁସ୍ଥ କରିଥିଲେ), କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ?