or_tq/jhn/08/58.md

382 B

ଅବ୍ରହାମଙ୍କ ପୂର୍ବରୁ ସେ ଜୀବିତ ଥିଲେ ବୋଲି ଯୀଶୁ କେଉଁ ବାକ୍ୟ କହିଲେ?

ଯୀଶୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି।”