or_tq/jhn/08/52.md

1.0 KiB

ଯିହୂଦୀମାନେ କାହିଁକି ଯୀଶୁଙ୍କଠାରେ ଭୂତ ଅଛି ବୋଲି କହିଥିଲେ?

ସେମାନେ ଏହା କହିଲେ କାରଣ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯଦି କେହି ମୋର ବାକ୍ୟ ପାଳନ କରେ, ତେବେ ସେ ମୃତ୍ୟୁ କେବେ ଦେଖିବ ନାହିଁ।”

ଯିହୁଦୀମାନେ କାହିଁକି ମୃତ୍ୟୁକୁ କେବେ ଦେଖିବା ବିଷୟରେ ଯୀଶୁଙ୍କ ବକ୍ତବ୍ୟକୁ ଅପମାନଜନକ ବୋଲି ଭାବିଲେ?

ସେମାନେ ଏହା ଭାବିଲେ କାରଣ ସେମାନେ ଶରୀରର ଶାରୀରିକ ମୃତ୍ୟୁ ବିଷୟରେ ଭାବୁଥିଲେ । ଏପରିକି ଅବ୍ରହାମ ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ ମଧ୍ୟ ମୃତ୍ୟୁ ବରଣ କଲେ।