or_tq/jhn/08/42.md

788 B

ଯେବେ ଏହି ଯିହୁଦୀମାନେ କହନ୍ତି ଯେ ସେମାନଙ୍କର ଗୋଟିଏ ପିତା ଈଶ୍ଵର ଅଛନ୍ତି, ଯୀଶୁ ସେମାନଙ୍କୁ କିପରି ଖଣ୍ଡନ କରନ୍ତି?

ଯୀଶୁ ସେମାନଙ୍କୁ କହିଲେ, “ଯଦି ଈଶ୍ୱର ତୁମ୍ଭମାନଙ୍କର ପରମପିତା ଥାଆନ୍ତେ, ତେବେ ତୁମ୍ଭେମାନେ ମୋତେ ପ୍ରେମ କରିଥାନ୍ତ, କାରଣ ମୁଁ ଈଶ୍ୱରଙ୍କଠାରୁ ଆସିଛି ଏବଂ ଏଠାରେ ଅଛି; କାରଣ ମୁଁ ସ୍ଵୟଂ ଆସି ନାହିଁ, ମାତ୍ର ସେ ମୋତେ ପଠାଇଛନ୍ତି। ”