or_tq/jhn/08/40.md

564 B

ଏହି ଯିହୁଦୀମାନେ ଅବ୍ରହାମଙ୍କ ସନ୍ତାନ ନୁହଁନ୍ତି ବୋଲି ଯୀଶୁ କାହିଁକି କହିଲେ?

ଯୀଶୁ କହିଲେ ଯେ ସେମାନେ ଅବ୍ରହାମଙ୍କ ସନ୍ତାନ ନୁହଁନ୍ତି କାରଣ ସେମାନେ ଅବ୍ରହାମଙ୍କ କାର୍ଯ୍ୟ କରିନ ଥିଲେ। ବରଂ ସେମାନେ ଯୀଶୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ।