or_tq/jhn/08/34.md

558 B

ଯିହୁଦୀମାନେ ଯୀଶୁ କ’ଣ ବୁଝାଉଛନ୍ତି ବୋଲି ଭାବିଲେ ଯେବେ ସେ କହିଲେ, “…ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ।”?

ସେହି ଯିହୁଦୀମାନେ ଭାବୁଥିଲେ ଯେ ଯୀଶୁ ପୁରୁଷମାନଙ୍କର ଦାସ କିମ୍ବା ଦାସତ୍ୱ ବିଷୟରେ କହୁଛନ୍ତି ।