or_tq/jhn/08/24.md

1.0 KiB

ଫାରୂଶୀମାନଙ୍କ ବିଷୟରେ ଯୀଶୁ ନିଜ ବକ୍ତବ୍ୟ ଉପରେ କ’ଣ ଆଧାର କଲେ ଯେ ସେମାନେ ସେମାନଙ୍କର ପାପରେ ମରିବେ?

ଯୀଶୁ ସେମାନଙ୍କ ବିଷୟରେ ତାହାଙ୍କ ଜ୍ଞାନ ଉପରେ ଆଧାର କରି କହିଲେ ଯେ ସେମାନେ ଅଧଃସ୍ଥାନରୁ ଉତ୍ପନ୍ନ, ଏବଂ ସେ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ୍ନ ଥିଲେ । ସେମାନେ ଏହି ଜଗତର ଥିଲେ ଏବଂ ସେ ଏହି ଜଗତର ନୁହଁନ୍ତି ।

ଫାରୂଶୀମାନେ ସେମାନଙ୍କର ପାପରେ ମୃତ୍ୟୁରୁ କିପରି ରକ୍ଷା ପାଇପାରିବେ?

ଯୀଶୁ କହିଲେ ଯଦି ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ ସେମାନେ ପାପରେ ମରିବେ।