or_tq/jhn/08/06.md

508 B

ଶାସ୍ତ୍ରୀ ଓ ଫାରୂଶୀମାନେ ପ୍ରକୃତରେ ଏହି ସ୍ତ୍ରୀକୁ ଯୀଶୁଙ୍କ ନିକଟକୁ କାହିଁକି ଆଣିଲେ?

ସେମାନେ ପ୍ରକୃତରେ ଏହି ସ୍ତ୍ରୀକୁ ଯୀଶୁଙ୍କ ପାଖକୁ ଆଣିଥିଲେ ଯାହା ଦ୍ଵାରା ସେମାନେ ତାହାଙ୍କ ବିରୁଦ୍ଧରେ କିଛି ଅଭିଯୋଗ କରି ପାରିବେ ।