or_tq/jhn/04/53.md

611 B

ଅସୁସ୍ଥ ଶିଶୁର ପିତାଙ୍କୁ ତାହାଙ୍କ ପୁଅ ଜୀବିତ ଅଛି ଏବଂ ସପ୍ତମ ଘଣ୍ଟା ପୂର୍ବରୁ ଜ୍ୱର ତାଙ୍କୁ ଛାଡି ଦେଇଥଲା, ସେହି ସମୟରେ ଯୀଶୁ ତାଙ୍କୁ କହିଥିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଏହାର ପରିଣାମ କ’ଣ ଥିଲା?

ପରିଣାମରେ ରାଜକୀୟ ଅଧିକାରୀ ଏବଂ ତାହାଙ୍କ ପରିବାର ବିଶ୍ଵାସ କଲେ ।