or_tq/jhn/04/50.md

399 B

ଯେତେବେଳେ ଯୀଶୁ ତାହାଙ୍କ ସହ ଗଲେ ନାହିଁ କିନ୍ତୁ ତାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ସେ କ’ଣ କଲେ?

ସେହି ଲୋକଟି ଯୀଶୁଙ୍କ କଥାକୁ ବିଶ୍ଵାସ କଲା ଏବଂ ସେ ନିଜ ପଥରେ ଗଲା।