or_tq/jhn/04/47.md

4 lines
500 B
Markdown

# ଯୀଶୁ ଯିହୂଦିୟା ଛାଡି ଗାଲିଲୀକୁ ଫେରିବା ପରେ ଯୀଶୁଙ୍କ ନିକଟକୁ କିଏ ଆସିଲା, ଏବଂ ସେ କ'ଣ ଚାହିଁଲେ?
ଜଣେ ରାଜକୀୟ ଅଧିକାରୀ, ଯାହାର ପୁତ୍ର ଅସୁସ୍ଥ ଥିଲେ, ଯୀଶୁଙ୍କ ନିକଟକୁ ଆସି ତାହାଙ୍କ ପୁଅକୁ ସୁସ୍ଥ କରିବାକୁ ଅନୁରୋଧ କଲେ।