or_tq/jhn/04/46.md

500 B

ଯୀଶୁ ଯିହୂଦିୟା ଛାଡି ଗାଲିଲୀକୁ ଫେରିବା ପରେ ଯୀଶୁଙ୍କ ନିକଟକୁ କିଏ ଆସିଲା, ଏବଂ ସେ କ'ଣ ଚାହିଁଲେ?

ଜଣେ ରାଜକୀୟ ଅଧିକାରୀ, ଯାହାର ପୁତ୍ର ଅସୁସ୍ଥ ଥିଲେ, ଯୀଶୁଙ୍କ ନିକଟକୁ ଆସି ତାହାଙ୍କ ପୁଅକୁ ସୁସ୍ଥ କରିବାକୁ ଅନୁରୋଧ କଲେ।